19.1 C
Bhubaneswar
Tuesday, February 3, 2026
Homeଓଡିଶାକର୍ଫ୍ୟୁ ପରେ ପରିବା ଦର ଆକାଶ ଛୁଆଁ

କର୍ଫ୍ୟୁ ପରେ ପରିବା ଦର ଆକାଶ ଛୁଆଁ

ବାଲେଶ୍ୱର : ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ଲାଗୁ ରହିଛି କର୍ଫ୍ୟୁ । କର୍ଫ୍ୟୁ ଯୋଗୁଁ ଆକାଶଛୁଆଁ ହୋଇଛି ପରିବା ଦର । ୧୦୦ ଟଙ୍କା ଛୁଇଁଲା ଟମାଟୋ, ପିଆଜ ଓ କଲରା ଦର । ଅନ୍ୟ ପରିବା କିଲୋ ପିଛା ପ୍ରାୟ ୧୦୦ ଟଙ୍କା ରହିଛି । ଟମାଟୋ, ପିଆଜ ଦର ୧୦୦ ଉପରେ ଥିବା ବେଳେ କଲରା ୧୦୦, ପୋଟଳ ୮୦, ବାଇଗଣ ୧୦୦, ଝୁଡ଼ଙ୍ଗ ୮୦ ଟଙ୍କା ଛୁଇଁଛି ଦର । ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ବାଲେଶ୍ୱର ସହରରେ ବନ୍ଦ ରହିଛି ଇଣ୍ଟରନେଟ ସେବା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି। ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ ଘରୁ ନବାହାରି ପୁଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking