16.1 C
Bhubaneswar
Thursday, February 5, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: କେନ୍ଦ୍ରାପଡାରେ ମୁଖ୍ୟାଳୟ ଛାଡିବା ମନା

ସମ୍ଭାବ୍ୟ ବାତ୍ୟା: କେନ୍ଦ୍ରାପଡାରେ ମୁଖ୍ୟାଳୟ ଛାଡିବା ମନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ରପଡା ଜିଲ୍ଲାରେ ମୁଖ୍ୟାଳୟ ଛାଢିବାକୁ ମନା କରାଯାଇଛି। ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନ ଛାଡିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେହି ମୁଖ୍ୟାଳୟ ଛାଡି ପାରିବେନି। ସୂଚନାଯୋଗ୍ୟ, ୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡା ପାଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ମଛଲିଟ୍ଟନମ ଓ କଳିଙ୍ଗପଟେଟନମ ଭିତରେ କାକିନଡାରେ ଲ୍ୟାଣ୍ଡଫଲ କରିବ । ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ବନର ବେଗ ୯୦ରୁ ୧୦୦ କିମି ରହିବ । ଅନ୍ୟପଟେ ଏବେଠୁ ସମୁଦ୍ର ଅଶାନ୍ତ ହୋଇପଡିଥିବା ନେଇ ସମୁଦ୍ରଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବିର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛିନ୍ତି, ,ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡିପାରେ । ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ ା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking