18.1 C
Bhubaneswar
Saturday, December 6, 2025
Homeଓଡିଶାସମ୍ଭାବ୍ୟ ବାତ୍ୟା: ଖୋର୍ଦ୍ଧା, ପୁରୀରେ ଛୁଟି ବାତିଲ୍‌

ସମ୍ଭାବ୍ୟ ବାତ୍ୟା: ଖୋର୍ଦ୍ଧା, ପୁରୀରେ ଛୁଟି ବାତିଲ୍‌

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଓ ଖେର୍ଦ୍ଧା ଜିଲ୍ଲାରେ ଛୁଟି ବାତିଲ୍ କରାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ଜିଲ୍ଲା ନିର୍ଦ୍ଦେଶ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨୯ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ପୁରୀରେ ମଧ୍ୟ ପ୍ରଭାବ ନ କମିବା ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡିବାକୁ ମନା କରାଯାଇଛି । ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା: ୭ ଜିଲ୍ଲାରେ ଛୁଟି ବାତିଲ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking