କେନ୍ଦୁଝର: ଫେରିବ ପୋସ୍କା । ଓଡିଶାରେ କରିବ ପ୍ରକଳ୍ପ । ଆଜି ବଡ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ କରିବେ । ଜିଏସଡବ୍ଲ୍ୟୁ ଷ୍ଟିଲ ଏବଂ ପୋସ୍କା । ଓଡିଶାରେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜିଏସଡବ୍ଲ୍ୟୁ ଷ୍ଟିଲ ଓ ପୋସ୍କା ଗ୍ରୁପ ଚୁକ୍ତି ବଦ୍ଧ ହୋଇଛନ୍ତି । ଶିଳ୍ପ ମନ୍ତ୍ରୀଙ୍କ ଇଙ୍ଗିତ ରାଜ୍ୟକୁ ପୁଣି ଥରେ ପୋସ୍କୋ ଫେରିବା ସମ୍ଭାବନା କୁ ଅଧିକ ଉଜୀବିତ କରିଛି ।










