26.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଅକାଳରେ ଚାଲିଗଲେ ଲୋକପ୍ରିୟ ଗାୟକ : ଆୟରେସ୍ ସାସାକି

ଅକାଳରେ ଚାଲିଗଲେ ଲୋକପ୍ରିୟ ଗାୟକ : ଆୟରେସ୍ ସାସାକି

ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆକୁ ଆସିଲା ଆଉ ଦୁଃଖଦ ଖବର । ଜଣେ ପ୍ରସିଦ୍ଧ ଗାୟକ ବହୁତ କମ ବୟସରେ ଏହି ଦୁନିଆକୁ ଛାଡି ପରପାରିକୁ ଚାଲି ଯାଇଛନ୍ତି । ତେବେ ମୃତ କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ଆୟରେସ୍ ସାସାକି । ତାଙ୍କୁ ମାତ୍ର ୩୫ବର୍ଷ ବୟସ ହୋଇଥିଲା । ହଠାତ କଣ୍ଠଶିଳ୍ପୀଙ୍କ ଏଭଳି ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।ଆୟରେସ୍ ସାସାକି ବ୍ରାଜିଲର ଜଣେ ଲୋକପ୍ରିୟ ଗାୟକ। ଆୟରେସ୍ ତାଙ୍କ ଫ୍ୟାନ୍ସଙ୍କ ସାମ୍ନାରେ ସିଧାସଳଖ ପ୍ରଦର୍ଶନ କରୁଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ୍ୟୁର କାରଣ ବିଦ୍ୟୁତ ଆଘାତ ବୋଲି କୁହାଯାଉଛି। ସୂଚନା ଅନୁସାରେ , ଜୁଲାଇ ୧୩ତାରିଖରେ ଆୟରେସ୍ ସାସାକିଙ୍କ ସଲିନୋପଲିସର ସୋଲାର ହୋଟେଲରେ ଏକ କନ୍ସର୍ଟ ଚାଲିଥିଲା ​​। ଏହି କନ୍ସର୍ଟ ଆୟରେସ୍ ଶେଷ କନ୍ସର୍ଟ ଏବଂ ଶେଷ ପ୍ରଦର୍ଶନ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking