25.1 C
Bhubaneswar
Friday, March 20, 2026
Homeଓଡିଶାକଲିଙ୍ଗ ନଗର ଷ୍ଟିଲ ହବରେ ପ୍ରଦ୍ୟୁଷଣ ହlର ଦିନକୁଦିନ ବୃଦ୍ଧି ପାଇଛି

କଲିଙ୍ଗ ନଗର ଷ୍ଟିଲ ହବରେ ପ୍ରଦ୍ୟୁଷଣ ହlର ଦିନକୁଦିନ ବୃଦ୍ଧି ପାଇଛି

ଯାଜପୁର: ଯାଜପୁର ଜିଲ୍ଲା ର କଲିଙ୍ଗ ନଗର ଷ୍ଟିଲ ହବ ରେ ଦିନ କୁ ଦିନ ପ୍ରଦ୍ୟୁଷଣ ହାର ବୃଦ୍ଧି ପାଉଛି ସମସ୍ତେ କୁମ୍ୱିର କାନ୍ଦଣା କାନ୍ଦୁଛନ୍ତି କିନ୍ତୁ କାହାରି ଆଖି ରେ ଲୁହ ନାହିଁ ରାଜ ନେତା ଜନ ପ୍ରତି ନିଧି ମାନେ ଶିଳ୍ପ ପତି ଙ୍କ ହାତ ମୁଠା ରେ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ କେତକ କାରଖାନା ଉପରେ ରାଜ୍ୟ ପ୍ରଦୂଷଣ ବୋର୍ଡ କଲିଙ୍ଗ ନଗର ଶାଖା ପ୍ରଦ୍ୟୁଷଣ ହାର ନିୟନ୍ତ୍ରଣ ପାଇଁ ବାରମ୍ବାର ନୋଟିସ କରୁ ଥିଲେ ମଧ୍ୟ କୌଣସି ସୂ ଫଳ ମିଳୁନାହିଁ କାର ଖାନ ଗୁଡିକ ଧୂଆଁ ଧୂଳି ରେ କଲିଙ୍ଗ ନଗର ବାସି ଅତିଷ୍ଟ ହେଉ ଛନ୍ତି କାରଖାନା ଗୁଡିକ ନିଗ୍ରତ ବର୍ଜ୍ୟବସ୍ତୁ ଦୂଷିତ ଜଳ ଗୁଡିକ ଏକ ନାଳ ରେ ଛାଡି ଦେବା ଫଳ ରେ ଗଣ୍ଡା ନାଳ ଓ ଝରଣା ଗୁଡିକ ରେ ମିଶି ଜିବନ ରେଖା ସଦ୍ୟୁସ ଖରସ୍ରୋତା ନଦୀ ପଦ୍ୟୁସିତ ହେଉଛି ପାଣି ପବନ ବେବ୍ୟହlର କରି ବିଭିନ୍ନ ମାରାତ୍ମକ ରୋଗ ରେ ପୀଡ଼ିତ ହୋଇ ମୃତୁ ମୁଖ ରେ ପଡ଼ୁଛନ୍ତି ଅନେକ ରସାୟନ ଗ୍ୟାସ କାରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟ ମନ୍ତ୍ରୀ ଶିଳାନ୍ୟାସ କରିଚିଛନ୍ତି ଯେତେ ମାତ୍ର ରେ କାରଖାନା ପ୍ରତିଷ୍ଠା ହେଉଛି ସେତେ ମାତ୍ର ରେ ପ୍ରଦ୍ୟୁଷଣ ହାର ବୃଦ୍ଧି ପାଇଛି ଚାଷ ଜମି କାରଖାନା ର ନିଗ୍ରତ ଦୂଷିତ ପାଣି ରେ ଚାଷ ନଷ୍ଟ ହେଉଚି କାରଖାନା ଗୁଡିକ ସ୍ଥାନୀୟଅଧିବାସୀମାନେ ମାନଂକୁ ନିଯୁକ୍ତ ଦେଉ ନାହାନ୍ତି କାରଖାନା ଗୁଡିକ ରେ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ଦାବୀ ହେଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking