23.1 C
Bhubaneswar
Sunday, February 8, 2026
Homeଓଡିଶାପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ରାଜନୀତି

ପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ରାଜନୀତି

ମାଲକାନଗିରି: ପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଓଡିଶାରେ ବିଜେପି ସରକାର, ଛତିଶଗଡରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥାଇ ଯଦି ପୋଲାଭରମ୍ ପ୍ରକଳ୍ପ ସମସ୍ୟାର ସମାଧାନ ନହେବ ତେବେ ଏହି ସମସ୍ୟାର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ କ୍ର୍ରିୟାନୁଷ୍ଠାନ କମିଟି । ଏନେଇ ଆସନ୍ତା କାଲି ମୋଟୁ ଅଞ୍ଚଳରେ କମିଟି ତରଫରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନକୁ ବିଜେଡି ସମର୍ଥନ କରିବ । ସୂଚନା ଥାଉକି ମହାନଦୀ ଉପରେ ଛତିଶଗଡ ସରକାର ଉଚ୍ଚ ଉଚ୍ଚ ବ୍ୟାରେଜ ନିର୍ମାଣ କରିଥିବାରୁ ଏହା ଓଡିଶା ପାଇଁ ବିପଦ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking