ଯାଜପୁର: ଯାଜପୁର ଜିଲ୍ଲାର ବୈତରଣୀ ଖରୋ ଶ୍ରୋତା ଓ ବ୍ରlହ୍ମଣୀ ନଦୀ ବକ୍ଷ କୁ ବିନା ଲିଜି ବେନିୟମ ଭାବ ରେ ବାଲି ମାଫିଆ ମାନେ ଖଣନ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ସରକାର ରାଜସ୍ୱ ହାନି ଘଟୁଛି l ଦିବା ରାତ୍ରି ଖୋଲା ଚାଲିଛି ଜିଲ୍ଲା ରେ ବାଲିମାଫିଆ ମାନ ଙ୍କ ରାଜ ଚାଲିଛି l ବାଲି ଖନନ ଫଳ ରେ ନଦୀ ବନ୍ଦ ପ୍ରତି ବିପଦ ଘେନେଉଛି l ଓ ନଦୀ ଗତି ପଥ ବଦଳ ସୃଷ୍ଟି କରି ନଦୀ ଗ୍ରାମl ମୁଖୀ ହେଉଛି ଶହ ସଂଖ୍ୟା ରେ ବାଲି ଦଶ ଚକିଆ ଯାନ ର ଦୈନିକ ଗ୍ରାମ ରାସ୍ତା ରେ ଯାଉ ଥିବାରୁ ରାସ୍ତା ଭାଙ୍ଗି ରୁଜି ଯାଉଛି l ସମ୍ପୃକ୍ତ ଅଂଚଳ ର ଗ୍ରାମ ବାସି ମାନେ ଅସୁବିଧା ର ସମ୍ମୁଖୀନ ହେଉ ଛନ୍ତି l ଦୈନିକ ଛୋଟ ବଡ଼ ଦୃଘଟଣା ମାନ ଘଟୁଛି l ଏ ସମ୍ପର୍କ ରେ ରାଜ ନେତା ଜିଲ୍ଲା ପାଳ ଏସପି ଓ ଲଘୁ ଖଣିଜ ଦ୍ରବ ର ଉପ ନିର୍ଦେଶ ଙ୍କୁ ଅଭିଯୋଗ କଲେ ଫଳ ଘର ସୁନୁ ବାଲି ମାଫିଆ ମାନେ ରାଜ ନେତା ବିଭାଗୀୟ ଅଧିକାରୀ ଙ୍କୁ ମାସିକ ମୋଟା ଅଙ୍କ ର ବଟି ଦେଉ ଥିବାରୁ ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି l ବ୍ୟାସନଗର ତହସିଲ ଦାନ ଗଦି ତହସିଲ ରେ ବୈତରଣୀ ଓ ବ୍ରlହ୍ମଣୀ ନଦୀ ରୁ ବେନିୟମ ଭାବ ରେ ବାଲି ଉତ୍ତଳନ ଯୋର ଶୋରେ ଚାଲିଛି ଅନ୍ୟ ପକ୍ଷ ରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଦ୍ୱିପ୍ରହରରେ ଚାଲିଛି ବେଆଇନ ମାଟି ଓ ବାଲି ଉତ୍ତୋଳନଚାଲିଛି ରାଜ ନେତା ଙ୍କ ଭୟ ରେ ଜିଲ୍ଲା ପ୍ରଶାସନ ନୀରବତା ଅବଲମ୍ବନ କରୁଛିl
ସମଗ୍ର ଜିଲ୍ଲା ରେ ବେ ଆଇନ ଭାବ ରେ ବିବିନ୍ନ ନଦୀ ରୁ ବାଲି ଉତ୍ତଳନ କରି ବାଲି ମାଫିଆ ମାନେ କୋଟି କୋଟି ଟଙ୍କା ର ଲାଭ ବାନ ହେଉଛନ୍ତି l ସରକାର ଙ୍କ ରାଜସ୍ୱ ଶୂନ ଏହି ମାଫିଆ ମାନଙ୍କୁ ଶାସକ ଦଳ ର ବିଧାୟକ ଅଫିସର ମାନେ ମୋଟା ଅଙ୍କର ବଟି ନେଉ ଥିବାରୁ ବାଲି ମାଫିଆ ଙ୍କ ସାମ୍ରାଜ୍ୟ ଦିନ କୁ ଦିନ ବୃଦ୍ଧି ପାଉଛି l ଯାଜପୁର ବ୍ୟାସ ନଗର ଧର୍ମଶାଳା ବରୀ ଦାନଗଦି ତହସିଲ ଅଧୀନ ରେ ଥିବା ବୈତରଣୀ ବ୍ରlହ୍ମହ ଣିଖରଶ୍ରୋତା ନଦୀ ରେ ବେନିୟମ ଭାବ ଦିବା ରାତ୍ର ରେ ବାଲି ଉତ୍ତଳନ ହୋଇ ସହ ସହ ଭରି ଯାନ ରେ ବିଭିନ୍ନ ସ୍ଥାନ କୁ ବାଲି ଚାଲାଣ ହେଉଛି ପ୍ରଶାସନ ଲଘୁ ଖଣିଜ ବିଭାଗ ର ଡେପୁଟି ଡାଇରେକଟର ଚୁପୁ ହୋଇ ବସିଛି କାଁ ଭାଁ ବାଲି ଗାଡି ନେଇ ବାଃ ବାଃ ନେଉଛି ଏହାର ଏକ ଦୁଷ୍ଟାନ୍ତ ଯାଜପୁର ସହରସ୍ଥିତ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପାର୍ଶ୍ଵରୁ ହେଉଛି ବେଆଇନ ମାଟି ଓ ବାଲି ଉତ୍ତୋଳନ। ପୂର୍ଵ ସରକାର ସମୟରେ ଏହି ମହାବିଦ୍ୟାଳୟ ନିର୍ମାଣ ପାଇଁ ଅଧିକୃତ ସ୍ଥାନକୁ ମାଟି ଓ ବାଲି ଯୋଗେ ପୋତା ଯାଇଥିଲା। ବର୍ତ୍ତମାନ ଏହି ସ୍ଥାନରୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଜେସିବି ଲଗାଇ ମାଟି ଓ ବାଲି ଉତ୍ତୋଳନ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏନେଇ ଖଣି ଉପନିର୍ଦେଶକ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଅଭିଯୋଗ ହୋଇଛି। କେବଳ ଏହି ସ୍ଥାନ ନୁହେଁ ଯାଜପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏଭଳି ଲୁଟ ହେଉଥିବା ଦେଖିବାକୁ ମିଳିଛି। କାହା ପ୍ରରୋ ଚନାରେ ମାଫିଆ ମାନେ ଏଭଳି ଲୁଟ କରୁଛନ୍ତି ତାକୁ ନେଇ ଚର୍ଚ୍ଚାରେ ଜିଲ୍ଲା ବାସି। ଏ ନେଇ ଖଣି ଉପନିର୍ଦେଶକ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।ଜିଲ୍ଲା ପାଳ ନିରବ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l
ଯାଜପୁର ଜିଲ୍ଲାର କୋରାଇବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣୀ ଶିବିରରେ କୋରାଇ ଯୁବକଂଗ୍ରେସ ପକ୍ଷରୁ ବିଜୟ କୁମାର ବୋଇତାଇ,ଅମିତ୍ କୁମାର ଜେନା,ନିରଞ୍ଜନ ନାୟକ,ରବିପ୍ରକାଶ ନାୟକ,ସତ୍ୟପ୍ରକାଶ କୁଅଁର,ସଞ୍ଜୟ ନାୟକ ପ୍ରମୁଖ ଜିଲ୍ଲାପାଳ ଅମ୍ୱର କୁମାର କରଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା,ଯାହାକି କୋରାଇବ୍ଲକ୍ ଅଧୀନରେ ଥବା ବୈତରଣୀ ନଦୀ କୂଳରୁ ବେଆଇନ ଭାବେ ମେସିନ୍ ଦ୍ଵାରା ବାଲି ଉଠାଣ କରି ଶହ ଶହ ଭାରିଯାନ ବୋଝେଇ ଟ୍ରକ୍ ବୈତରଣୀରୋଡ ଠାରୁ ଭାୟା ତାରାକୋଟ ଦେଇ ମେଡିକାଲ ସମ୍ମୁଖ ମିନାବାଜାର ରାସ୍ତାରେ ଭାରିଜାନ ଗୁଡ଼ିକ ଯିବାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷକରି ଡାକ୍ତରଖାନାକୁ ଆସୁଥିବା ଆମ୍ବୁଲାନ୍ସ,ସ୍କୁଲ, କଲେଜ୍ କୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତିl
ଏଠାରେ ସୂଚନା ଯୋଗ୍ୟ ଏହି ନଦୀ ବାଲିଘାଟ ଗୁଡିକରୁ ଯଥା – ରଣପୁର,ମୁକୁନ୍ଦପୁର,ଗମ୍ଭାରିଆ ଓ ନିସଂଗପୁର ଘାଟ ଗୁଡିକରେ ସରକାରଙ୍କର କୌଣସି ଅନୁମତି ନଥାଇ କିମ୍ବା ସିୟା, ଟିପି ଓ ପଲୁସନ୍ ର ଅନୁମତି ନଥାଇ ବାଲିମାଫିଆ ମାନେ ବେଧଡକରେ ଏହି ବାଲି ପଶ୍ଚିମବଙ୍ଗ ରପ୍ତାନି କରି ମାଲାମାଲ ହେଉଛନ୍ତି ରାଜ ନେତା ଙ୍କ ପକେଟ କୁ ମୋଟା ଅଙ୍କ ରେ ଟଙ୍କା ଯାଉଛି ରାଜ ନେତା ମାନେ ବାଲି ମାଫିଆ ଙ୍କ ଠାରୁ ଟଙ୍କା ନେଉ ଥିବାର ଚା ପାନ ଦୋକାନ ବିଭିନ୍ନ ଖଟି ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ସାଜିଛିl
କୋରେଇ ବ୍ଲକ ର ଜଣେ ମାଫିଆ ଦାମୀ ଗାଡି କିଣି ତିନି ଜଣ ଜିଲ୍ଲା ର ପଦାଧିକାରୀ ଙ୍କୁ ଭାଢା ରେ ଗାଡି ଲଗାଇଛି ରାଜ ସରକାର ବାଲି ଖନନ ଉପ ରେ ରୋକ ଲଗାଇ ଥିଲା ବେଳ ଶାସକ ଦଳ ର ନେତା ମାନେ ବେ ନିୟମ ବାଲି ଖନନ ପାଇ ବାଲି ମାଫିଆ ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି l ବେନିୟମ ବାଲି ଉତ୍ତଳନ ପାଇଁ ଏ ଜି ଟି ଓ ହାଇ କୋର୍ଟ ଏକ ଜନ ସ୍ୱlର୍ଥ ମାମଲା ରୁଜୁ ପାଇଁ ଶତାଧିକ ଲୋକ ବରିଷ୍ଠ ଓକିଲ ସହ ମନ୍ତ୍ରଣା କରିଛନ୍ତିl










