25.1 C
Bhubaneswar
Tuesday, February 3, 2026
Homeଓଡିଶାପୋଲିସ୍ ଏସଆଇ ସ୍କାମ୍‌: ଯବାନଙ୍କ ସମେତ ୨ ଅଟକ

ପୋଲିସ୍ ଏସଆଇ ସ୍କାମ୍‌: ଯବାନଙ୍କ ସମେତ ୨ ଅଟକ

ଭୁବନେଶ୍ୱର: ପୋଲିସ୍ ଏସଆଇ ସ୍କାମ୍ ଘଟଣାରେ ଜଣେ ଏସଏସବି ଯବାନଙ୍କ ସମେତ ୨ ଜଣଙ୍କୁ ଅଟକ ରଖାଯାଇଛି । ଏସଏସବି ଯବାନ ଅର୍ଜୁନ ନାୟକକୁ ଅଟକ ରଖିଲା ସିବିଆଇ । ଅନ୍ୟ ଜଣେ ବିରଞ୍ଚି ନାୟକର ଘନିଷ୍ଠ ସହେଯାଗୀ ନିମାଇଁ ସାହୁ । ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସିବିଆଇ ଅଫିସ୍କୁ ଗଲେ ଉଭୟ । ୨ ଦିନ ଜେରା ପରେ ଉଭୟଙ୍କୁ ନିଆଗଲା ସିବିଆଇ ଅଫିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking