ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ ଏସଆଇ ପରୀକ୍ଷା । ଓଏମଆର ସିଟ ଜରିଆରେ ହେବ ଲିଖିତ ପରୀକ୍ଷା । ଏସଆଇ ରାଙ୍କର ସମସ୍ତ ସିପିଏସଇ- ୨୦୨୪ ପରୀକ୍ଷା ହେବ । ରାଜ୍ୟ ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ । ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ ।










