28.1 C
Bhubaneswar
Thursday, February 5, 2026
Homeଓଡିଶାକ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢାଉ: ଅଭିଯୁକ୍ତ ଫେରାର

କ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢାଉ: ଅଭିଯୁକ୍ତ ଫେରାର

କଟକ: ଖାଦ୍ୟ ସହ ଖେଳୁଛନ୍ତି ବେପାରୀ । ବିଶ୍ୱାସ କରି ଦୋକାନରୁ କ୍ଷୀର ପ୍ୟାକେଟ ନେଉଥିଲେ ହୋଇଯାଆନ୍ତୁ ସାବଧାନ । ଆପଣ କ୍ଷୀର ନାଁରେ ବିଷ ପିଉଛନ୍ତି! ମଙ୍ଗଳବାର  ଗତକାଲି ବିଳମ୍ବିତ ରାତିରେ  କଟକ ଜିଲ୍ଲା ଗୁରୁଡି ଝାଟିଆ ଥାନା  ଅନ୍ତର୍ଗତ  କୁଷ୍ପିଙ୍ଗ  ନିକଟ ଏକ ହୋଟେଲ ପଛପଟେ ଚାଲିଥିଲା କ୍ଷୀର ଅପମିଶ୍ରଣ । ଆଉ ସେତିକି ବେଳେ ମାଡି ବସିଲା ପୋଲିସ। ଘଟଣାସ୍ଥଳରୁ  କ୍ଷୀର  ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର  ଅପମିଶ୍ରିତ କରୁଥିବା ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ।ଘଟଣାରେ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ  ସାମଗ୍ରୀ, କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡି ଜବତ ହୋଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking