16.1 C
Bhubaneswar
Tuesday, February 10, 2026
Homeଓଡିଶାମାଓବାଦୀ ମୁକାବିଲା ପାଇଁ ପୋଲିସର ବୈଠକ

ମାଓବାଦୀ ମୁକାବିଲା ପାଇଁ ପୋଲିସର ବୈଠକ

କନ୍ଧମାଳ :ମାଓବାଦୀ ମୁକାବିଲା ପାଇଁ କନ୍ଧମାଳରେ ପୋଲିସର ବଡ ବୈଠକ ବସିଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ  ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏକ ଗୁରୁତ୍ୱପୂର୍ଣ୍ ବୈଠକ  ଅନୁଷ୍ଠିତ  ହେଉଛି  । ଏହି ବୈଠକରେ  ଡିଜିପି ଫ୍ୱାଇବି ଖୁରାନିଆଙ୍କ ସମେତ  ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ  ଏବଂ ସିଆରପିଏଫ, ବିଏସଏଫ, ଗୁଇନ୍ଦା  ବିଭାଗର ବହୁ ଅଧିକାରୀ  ଉପସ୍ଥିତ  ଅଛନ୍ତି ।  ଏଥିସହ କଳାହାଣ୍ଡି, ରାୟଗଡା, ନୂଆପଡା, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାର ଏସପିମାନେ ମଧ୍ୟ ଯୋଗ ଦେଇଥିଲେ ।  ରାଜ୍ୟକୁ ମାଓବାଦୀ ମୁକ୍ତ କରିବାକୁ  ରଣନୀତି ପ୍ରସ୍ତୁତି ପାଇଁ ଏହି ବୈଠକ ହେଉଥିବା ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking