16.1 C
Bhubaneswar
Monday, February 9, 2026
Homeଓଡିଶାମାନସ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ

ମାନସ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ

ଭୁବନେଶ୍ୱର: ପୁଲିସ ଗାଡିକୁ ଅଟକାଇଛନ୍ତି  କଂଗ୍ରେସ କର୍ମୀ । ମାନସ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ ।  ସୂଚନା ଥାଉକି , ଆଜି କଂଗ୍ରେସ ବିଧାନସଭା ଘେରାଉ କରିବ । ନାରୀ ସୁରକ୍ଷା ପାଇଁ କଂଗ୍ରେସ ଆଜି ପ୍ରତିବାଦ କରିଛି । ଟ୍ରାଫିକ କଟକଣା ଦେଖାଦେଇଛି । ରାମ ମନ୍ଦିର ପାଖରୁ ଆରମ୍ଭ  କରିଛନ୍ତି ପଦଯାତ୍ରା । ପଦଯାତ୍ରାରେ  ପିସିସି ସଭାପତି ଭକ୍ତ ଦାସ, ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ସାମିଲ ଅଛନ୍ତି । ବିଧାନସଭା ପଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking