15.1 C
Bhubaneswar
Monday, December 8, 2025
Homeଓଡିଶାଆନନ୍ଦ ବଜାରରେ ପୋଲିସ କଣ୍ଟ୍ରୋଲ ରୁମ ଖୋଲିବ: ଅରବିନ୍ଦ ପାଢୀ

ଆନନ୍ଦ ବଜାରରେ ପୋଲିସ କଣ୍ଟ୍ରୋଲ ରୁମ ଖୋଲିବ: ଅରବିନ୍ଦ ପାଢୀ

ପୁରୀ: ଶ୍ରୀମନ୍ଦିର ଉପରକୁ ଜଣେ ବ୍ୟକ୍ତିଙ୍କ ଚଢିବା ଉଦ୍ୟମ ପରେ ମନ୍ଦିର ଚତୁର୍ପାଶ୍ୱ ବୁଲି ଅନୁଧ୍ୟାନ କରିଛନ୍ତି  ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଏସପି  ପିନାକ ମିଶ୍ର । ଅନୁଧ୍ୟାନ ପରେ  ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖି କହିଛନ୍ତି , ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଚଢିବା ସୁଯୋଗ  ଅଛି ଦେଖିଲୁ । ଏସବୁ ସ୍ଥାନ ପୋଲିସ ସୁରକ୍ଷା ବଳୟକୁ ନିଆଯିବ । ପୋଲିସ ମୁତୟନ ହେବେ । ଆନନ୍ଦ ବଜାରରେ ପୋଲିସର କଣ୍ଟ୍ରୋଲ ରୁମ ଖୋଲାଯିବ । ସିସିଟିଭି କ୍ୟାମେରାର ଫିଡକୁ ସେମାନେ ନୀରୀକ୍ଷଣ କରିପାରିବେ ।  ମନ୍ଦିରକୁ ନ ଚଢିବା ପାଇଁ ସଚେତନ କରିବାକୁ ସାଇନ ବୋର୍ଡ ଲଗାଯିବ । କଠୋର ଆଇନ ଆଣିବାକୁ ବ୍ୟବସ୍ଥା  କରାଯିବ କହିଲେ ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking