18.1 C
Bhubaneswar
Saturday, December 20, 2025
Homeଓଡିଶାମାଆପୁଅକୁ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ

ମାଆପୁଅକୁ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ

ଜଗତସିଂହପୁର: ସଦର ଥାନା ହାଟ ବଜାର ନିକଟରେ ଥାର୍ଡ ଡିଗ୍ରୀ ଅଭିଯୋଗ। ବାପା ନାଁରେ ଚୋରି ଅଭିଯୋଗ ଘଟଣାରେ ମାଡ଼ ମାରିଲା ପୋଲିସ। ନାବାଳକ ପୁଅକୁ ସ୍କୁଲରୁ ଡକାଇ ବେଲ୍ଟ ଓ ଜୋତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଆକୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମାନବାଧିକାର କମିଶନ ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପୀଡିତ। ତେବେ ଅଭିଯୋଗ ନେଇ ସଦର ଥାନା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking