ଖଲ୍ଲିକୋଟ: ମିଥ୍ୟା ନ୍ୟୁଜ ପାଇଁ ବାନ୍ଧିଲା ପୋଲିସ । ଜଣେ ଖବର କାଗଜ ସମ୍ପାଦକଙ୍କୁ ବାନ୍ଧି ନେଲା ପୋଲିସ । ଭୁବନେଶ୍ୱରରୁ ଉଠାଇ ନେଲା ଖଲ୍ଲିକୋଟ ପୋଲିସ । ଖଲ୍ଲିକୋଟ ବିଧାୟକଙ୍କ ନାଁରେ ମିଛ ଖବର ପରିବେଷଣ କରିଥିଲେ ଖବର କାଗଜ ସମ୍ପାଦକ ।