25.1 C
Bhubaneswar
Wednesday, March 25, 2026
Homeଓଡିଶାଜାନୁଆରୀରେ ପୋଲାଭରମ ଆନ୍ଦୋଳନ - ବିଜେଡି

ଜାନୁଆରୀରେ ପୋଲାଭରମ ଆନ୍ଦୋଳନ – ବିଜେଡି

ଭୁବନେଶ୍ୱର:  ଜାନୁଆରୀରେ ପୋଲାଭରମକୁ ନେଇ ଆନ୍ଦୋଳନ କରିବ ବିଜେଡି । ବିଜେଡି କହିଛି  ମାଲକାନଗିରି ମୋଟିରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ । ମାଲକାନଗିରିବାସୀଙ୍କ ମତାମତ ନେଇ ଆନ୍ଦୋଳନ ରୂପରେଖ ସ୍ଥିର ହେବ । ଏଭଳି ପ୍ରେସମିଟରେ ସୂଚନା ଦେଇଛନ୍ତି ଦେବୀ ମିଶ୍ର ଓ ପ୍ରଦୀପ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking