ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପରେ ସରକାର ଆଲୋଚନା କଲେନି । ଏନେଇ ଆଲୋଚନା ନକରିବା ଏହା ଏକ ନିନ୍ଦାଜନକ କହିଲେ ବିଜେଡି ବିଧାୟକ ଅରୁଣ କୁମାର ସାହୁ । ମାମଲା ବିଚରାଧୀନ କହି ସରକାର ଭୁଆଁ ବୁଲାଉଛନ୍ତି । ଦିଲ୍ଲୀରେ ସାଂସଦ ଦାବି ରଖୁନାହାନ୍ତି । ଦୁର୍ୱଳ ସରକାର ।