ନୂଆଦିଲ୍ଲୀ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନଫେରେନ୍ସିଂ ଜରିଆରେ କରିବେ ବୈଠକ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଏହାର ପ୍ରଭାବ ନେଇ ଆଲୋଚନା ହେବ । ଟିମ ଇଣ୍ଡିଆ ସ୍ପିରିଟ ନେି କାମ କରିବାକୁ ପରାମର୍ଶ ଦେବେ । ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ । ମଡେଲ କୋଡ ଅପ କଣ୍ଡକ୍ଟ ଲାଗିଥିବାରୁ ସାମିଲ ହେବେ ନାହିଁ । ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ନେବେ କ୍ୟାବିନେଟ ସଚିବ ।










