ଭୁବନେଶ୍ୱର : ମାର୍ଚ୍ଚ ୩୧ ଯାଏଁ ଚାଲିବ ପିଏମ ଆୱାସ ସର୍ଭେ । ଏଯାଏଁ ୧୯ ଲକ୍ଷ ୫୦ ହଜାର ଲୋକ ପଞ୍ଜୀକରଣ କରିଛନ୍ତି । ଆହୁରି ୧୭ରୁ ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ ହେବେ । ଏନେଇ ପଞ୍ଚାୟତିରାଜ ରବି ନାୟକ ସୂଚନା ଦେଇଛନ୍ତି ।