32.1 C
Bhubaneswar
Sunday, March 22, 2026
Homeଓଡିଶାପିଏମ ଆବାସ ଆବେଦନ ୩୦ରେ ସରିବ: ମନ୍ତ୍ରୀ

ପିଏମ ଆବାସ ଆବେଦନ ୩୦ରେ ସରିବ: ମନ୍ତ୍ରୀ

ଭୁବନେଶ୍ୱର: ପିଏମ ଆବାସ ଆବେଦନ ପାଇଁ ବାକି ରହିଲା ଆଉ ମାତ୍ର ୩ ଦିନ । ଏନେଇ ସୂଚନା ଦେଲେ  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷରୁ ଅଧିକ ଆବେଦନ  ଆସି ସାରିଲାଣି । ଯେଉଁମାନେ ପଞ୍ଜିକରଣ କରିନାହାନ୍ତି ଅବଧି ଭିତରେ  କରି ନିଅନ୍ତୁ ।  ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking