14.1 C
Bhubaneswar
Monday, December 8, 2025
Homeଓଡିଶାକାଲିଠୁ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି

କାଲିଠୁ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି

କଟକ : ଆସନ୍ତାକାଲି ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ ହେବ । ସକାଳ ୧୦ଟାରୁ ଅନଲାଇନ ଓ ଅଫଲାଇନରେ ପ୍ଲଟ ବିକ୍ରି କରାଯିବ । ଚଳିତବର୍ଷ ୧୬୭୦ଟି ପ୍ଲଟ ପାଇଁ ନିଲାମ ପ୍ରକ୍ରିୟା ହେବ ।  ଅଫଲାଇନ ପ୍ଲଟ ପାଇଁ ବାରବାଟୀ ପ୍ୟାଲେସରେ ପଞ୍ଜିକରଣ ହେବ । ଜଣେ ବ୍ୟକ୍ତି, ଅନୁଷ୍ଟାନ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ । ପ୍ରତି ପ୍ଲଟ ପାଇଁ ପ୍ରାରମ୍ଭିକ ପଞ୍ଜୀକରଣ ବାବଦକୁ ୫ ହଜାର ପଡିବ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking