25.1 C
Bhubaneswar
Monday, December 8, 2025
Homeଓଡିଶାଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ: ମୁଖ୍ୟ ସଚିବ

ଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ: ମୁଖ୍ୟ ସଚିବ

ଭୁବନେଶ୍ୱର: ସିଡିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପରାମର୍ଶ । ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ  ରହୁଛି । ସବୁ ବିଭାଗ ସହ ସମନ୍ୱୟ  ରକ୍ଷା କରି ଗ୍ରାଉଣ୍ଡରେ କାମ କରନ୍ତୁ ।  ଗ୍ରାଉଣ୍ଡରେ ସମସ୍ୟା ରହୁଛି, କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି ।  ଗ୍ରାଉଣ୍ଡରେ ଯାହା ସମସ୍ୟା ଅଛି ତାକୁ ଆମ ପାଖକୁ ଆଣନ୍ତୁ । ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ରିପୋର୍ଟିଂ କରନ୍ତୁ ।  ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ସଶକ୍ତ କରିବାର ଅଛି । ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking