27.1 C
Bhubaneswar
Saturday, December 6, 2025
Homeଓଡିଶାପୁନରୁଦ୍ଧାର ହେବ ପ୍ଲାନେଟୋରିୟମ: ମନ୍ତ୍ରୀ  

ପୁନରୁଦ୍ଧାର ହେବ ପ୍ଲାନେଟୋରିୟମ: ମନ୍ତ୍ରୀ  

ଭୁବନେଶ୍ୱର: ପୁନରୁଦ୍ଧାର ହେବ ପଠାଣୀ  ସାମନ୍ତ ପ୍ଲାନେଟୋରିୟମ ।  ଖୁବଶୀଘ୍ର ଆରମ୍ଭ ହେବ ପୁନରୁଦ୍ଧାର କାମ । ଏନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୧୦, ୧୨ଟି ଜିଲ୍ଲାରେ  ଉଦଘାଟନ ଅପେକ୍ଷାରେ ପ୍ଲାନେଟୋରିୟମ । କିଛି ଜିଲ୍ଲା ସ୍ତରୀୟ ପ୍ଲାନେଟୋରିୟମ କାଯ୍ୟକ୍ଷମ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking