ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦରେ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ ତ୍ରିପାଠୀ ।ଭୁବନେଶ୍ୱରର ଏକ ହୋଟେଲରେ ଦୁଇ ଯାତ୍ରା ପାର୍ଟି ମାଲିକଙ୍କୁ ଟଙ୍କା ଫେରାଇଥିବା କହିଲେ ପୀୟୁଷ । ଆହୁରି କହିଛନ୍ତି ,ସୂଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରମ ଟଙ୍କା ଫେରାଇଲି । ଛୋଟ କଥାରୁ ବିବାଦ ହେଲା । ଆଶା କରୁଛି ଏହାର ଅନ୍ତ ହେଲା । ସ୍ୱାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବିନି ।