25.1 C
Bhubaneswar
Saturday, February 14, 2026
Homeଓଡିଶାପୀତବାସ ପଣ୍ଡାଙ୍କୁ ହତ୍ୟା; ତଥ୍ୟ ମିଳିଛି, ତଦନ୍ତ ଚାଲିଛି: ଏସ୍‌ପି

ପୀତବାସ ପଣ୍ଡାଙ୍କୁ ହତ୍ୟା; ତଥ୍ୟ ମିଳିଛି, ତଦନ୍ତ ଚାଲିଛି: ଏସ୍‌ପି

ଗଞ୍ଜାମ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପି ଏସବଣା ବିବେକ ଏମ ସୂଚନା ଦେଇଛନ୍ତି । କହିଛନ୍ତି,  ତଥ୍ୟ ମିଳିଛି, ତଦନ୍ତ ଚାଲିଛି । ପୋଷ୍ଟମର୍ଟମ କରାଯାଇଛି । ମିଳିଥିବା ଖୋକାକୁ ଟେଷ୍ଟ ପାଇଁ ପଠାଯାଇଛି । ସାଇଣ୍ଟିଫିକ ଟିମର ରିପୋର୍ଟ ପହଞ୍ଚି ସାରିଛି । ସିସିଟିଭି ଫୁଟେଜରୁ ଅନେକ ତଥ୍ୟ ମିଳିଛି । ୫ରୁ ୬ ଜଣଙ୍କୁ ଡାକି ପଚରା ଉଚରା ଚାଲିଛି । ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି ।  ଘଟଣାରେ କିଛି ଲୋକଙ୍କୁ ସନ୍ଦେହ କରାଯାଉଛି । କେହି ଜଣେ ଫଲୋ କରୁଥିବା ଆମେ ସନ୍ଦେହ କରୁଛୁ । ଘଟଣା ସମ୍ପର୍କରେ  ଖୁବଶୀଘ୍ର ସତ ସାମ୍ନାକୁ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking