19.1 C
Bhubaneswar
Sunday, January 11, 2026
Homeଓଡିଶାପୀତବାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦଖଲ

ପୀତବାସ ହତ୍ୟାକାଣ୍ଡ: ଚାର୍ଜସିଟ୍ ଦଖଲ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ରବିବାର ହେଲେ ସିଦ୍ଧା ଚାର୍ଜସିଟ୍ ଦାଖଲ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୋଲିସ । ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଅକ୍ଟୋବର ୬, ୨୦୨୫ରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । କୁମାର ପୂର୍ଣ୍ଣିମା ଦିନ ରାତି ୯ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ପଏଣ୍ଟ ବ୍ଲାଙ୍କରୁ ଫାୟରିଂ କରି ତାଙ୍କୁ ହତ୍ୟା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking