24.4 C
Bhubaneswar
Saturday, March 7, 2026
Homeଓଡିଶାପୀତବାସଙ୍କ ହତ୍ୟା: ୧୫ ଅଭିଯୁକ୍ତ କୋର୍ଟରେ ହାଜର

ପୀତବାସଙ୍କ ହତ୍ୟା: ୧୫ ଅଭିଯୁକ୍ତ କୋର୍ଟରେ ହାଜର

ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟା ମାମଲାର ୧୫ ଅଭିଯୁକ୍ତଙ୍କୁ ଆଜି ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ଶୁଣାଣି ଥିବାରୁ ବିକ୍ରମ ପଣ୍ଡା ସମେତ ୧୫ ଅଭିଯୁକ୍ତ ହାଜର ହୋଇଛନ୍ତି। ଅଭିଯୁକ୍ତ ମଦନ ଦଳାଇଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ହାଜର ହୋଇ ନାହାନ୍ତି। କଡା ସୁରକ୍ଷା ଭିତରେ ହାଜର କଲା ବ୍ରହ୍ମପୁର ପୋଲିସ। ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking