25.1 C
Bhubaneswar
Sunday, December 21, 2025
Homeଓଡିଶାପିପିଲି ଥାନା ପକ୍ଷରୁ ଧୂମଧାମରେ ପାଳନ ହୋଇଛି ଭଉଁରୀ ଯାତ୍ରା

ପିପିଲି ଥାନା ପକ୍ଷରୁ ଧୂମଧାମରେ ପାଳନ ହୋଇଛି ଭଉଁରୀ ଯାତ୍ରା

ପିପିଲି: ପିପିଲି ଥାନା ପକ୍ଷରୁ ଧୂମଧାମରେ ପାଳନ ହୋଇଛି ଭଉଁରୀ ଯାତ୍ରା । ପ୍ରଭୁ ଗୋପାଳ ଜୀଉ ଦେବଙ୍କୁ ସୁ ସଜ୍ଜିତ ଦୋଳ ବିମାନରେ ଅଧିଷ୍ଠିତ କରାଯିବା ପରେ ପ୍ରଥମେ ଥାନା ପରିସରରେ ଥିବା ପୁଷ୍କରିଣୀରେ ପ୍ରଭୁ ଚାପ ଖେଳିବା ପରେ ଢୋଲ,ଘଣ୍ଟ,ବାଦ୍ୟ ଓ ଆତସବାଜିରେ ପିପିଲି ନଗର ପରିଭ୍ରମଣ କରିଥିଲେ,ସମସ୍ତ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା ପୁଜା କାର୍ଯ୍ଯ । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ପିପିଲି ଅଞ୍ଚଳ । ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଅତିଥି ଭାବେ ଯୋଗ ଦେଇଥିଲେ ନେତା,ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ । ୧୮୦୬ ମସିହାରୁ ଶହ ଶହ ବର୍ଷ ଧରି ଚାଲିଛି ଏହି ପର୍ବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking