14.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଅଭିଯୋଗକୁ ଖଣ୍ଡନ କଲେ ପିନାକୀ

ଅଭିଯୋଗକୁ ଖଣ୍ଡନ କଲେ ପିନାକୀ

ନୂଆଦିଲ୍ଲୀ: ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ ମାମଲା । ଅଭିଯୋଗକୁ ପୁରୁଣା ସତ୍ୟତା ନାହିଁ କହି ଖଣ୍ଡନ କଲେ ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର । କ୍ୟାମେରା ଆଗରେ କିଛି କହିବାକୁ ମନା କଲେ ପିନାକୀ । ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା ନେଇ ହେଇଥିଲା ସାଂଘାତିକ ଅଭିଯୋଗ ।

ଅକଳରେ ପିନାକୀ ମିଶ୍ର!

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking