23.1 C
Bhubaneswar
Sunday, March 22, 2026
Homeଓଡିଶାପୁରୀ ଏସପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

ପୁରୀ ଏସପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

ପୁରୀ: ପୁରୀ ଅଘଟଣ ପରେ ରାଜ୍ୟ ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଜିଲ୍ଲାପାଳ ଓ ଏସପି । ପୁରୀର ନୂତନ ଏସପି ଭାବେ ଦାୟିତ୍ୱ ନେଲେ ଶ୍ରୀ ପିନାକ ମିଶ୍ର । ପୂର୍ବରୁ ପୁରୀ ଏସପି ଭାବରେ ରଥଯାତ୍ରାକୁ ସୁବ୍ୟବସ୍ଥାର ସହ ପରିଚାଳିତ କରିଥିଲେତାପରେ ମିଶ୍ର ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇ, ତାଙ୍କ ସ୍ଥାନରେ ପୁରୀ ଏସପି ଭାବରେ ଆଇପିଏସ ପିନାକ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ମିଳିବା ପରେ ତୁରନ୍ତ ଆକ୍ସନ ମୋଡରେ ଆସିଛନ୍ତି ପିନାକ ମିଶ୍ର । ପୁରୀରେ ପହଞ୍ଚି କାର୍ଯ୍ୟରତ ଅଛନ୍ତି ପୁରୀର ନୂତନ ଏସପି ପିନାକ ମିଶ୍ର । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking