27.1 C
Bhubaneswar
Saturday, December 6, 2025
Homeଓଡିଶାସବୁ ଜିଲ୍ଲାରୁ ଗଡ଼ିବ ତୀର୍ଥଯାତ୍ରା ଟ୍ରେନ: ପ୍ରଭାତୀ ପରିଡା

ସବୁ ଜିଲ୍ଲାରୁ ଗଡ଼ିବ ତୀର୍ଥଯାତ୍ରା ଟ୍ରେନ: ପ୍ରଭାତୀ ପରିଡା

ଭୁବନେଶ୍ୱର: ବରିଷ୍ଠ ନାଗରିକ  ତୀର୍ଥଯାତ୍ରା ଯୋଜନାରେ  ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ  ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ  ବାରଣାସୀ ଅଭିମୁଖେ ବାହାରିବ ସ୍ୱତନ୍ତ୍ର ଟ୍ରେନ । ଏଥିପାଇଁ ଭୁବନେଶ୍ୱରରେ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବରିଷ୍ଠ ନାଗରିକ  ତୀର୍ଥଯାତ୍ରା ଯୋଜନାରେ  ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ  ତୀର୍ଥଯାତ୍ରୀଙ୍କ ନେଇ  ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ  ବାହାରିବ ସ୍ୱତନ୍ତ୍ର ଟ୍ରେନ । ଏଥିପାଇଁ ଭୁବନେଶ୍ୱରରେ ଷ୍ଟେସନରେ  ସ୍ୱତନ୍ତ୍ର ବ୍ୟବସ୍ଥା  ହୋଇଛି ।  ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ଓ  କନକ ବର୍ଦ୍ଧନ ସିଂହ ଦେଓ   ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ।ସୂଚନା ଅନୁଯାୟୀ, ଢେଙ୍କାନାଳରୁ ୧୦୮, ଜଗତସିଂହପୁରରୁ ୮୫, ପୁରୀରୁ ୧୨୭,କେନ୍ଦ୍ରାପଡ଼ାରୁ ୮୯, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଉଛନ୍ତି ୨୫ ଜଣ ଏସ୍କର୍ଟ ଗାଇଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking