27.1 C
Bhubaneswar
Saturday, December 6, 2025
Homeଓଡିଶାଆସନ୍ତାକାଲି ଅଯୋଧ୍ୟାକୁ ତୀର୍ଥଯାତ୍ରା: ସୁଲୋଚନା

ଆସନ୍ତାକାଲି ଅଯୋଧ୍ୟାକୁ ତୀର୍ଥଯାତ୍ରା: ସୁଲୋଚନା

ଭୁବନେଶ୍ୱର:  ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରା । ଏନେଇ ସୂଚନା ଦେଲେ  ଭୁବନେଶ୍ୱର ମେୟର ସୁଲୋଚନା ଦାସ ।  ଓଡିଶାର ବିଭିନ୍ନ ସ୍ଥାନରୁ  ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଯିବେ । ଭୀମଭୋଇ ଦୃଷ୍ଟିବାଧିତ ସ୍କୁଲ ଓ କ୍ୟାପିଟାଲ ହାଇସ୍କୁଲରେ ରହଣି ବ୍ୟବସ୍ଥା ରହିଛି ।  ସ୍କାଉଟ ଗାଇଡ କ୍ୟାମ୍ପସରେ ବରିଷ୍ଠ ନାଗରିକଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking