ନୂଆଦିଲ୍ଲୀ: ବଢିବନି ପେଟ୍ରୋଲ ଡିଜେଲ ଦର । ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟୀକରଣ କରିଛି । ତେଲ ଦର ବଢିବନି ବୋଲି ତୈଳ କମ୍ପାନୀ କହିଛନ୍ତି । ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବଢାଇଛନ୍ତି କେନ୍ଦ୍ର ସରକାର । ଏହା ସତ୍ତ୍ୱ ପେଟ୍ରୋଲ ଓ ଡିଜେଲ ଦର ବଢିବନି ।