ଭୁବନେଶ୍ୱର: ମେଳି ପରେ ବରିଷ୍ଠ ନେତା ଭୁପିନ୍ଦର ସିଂ ରୋକଠକ ମନ୍ତବ୍ୟ ଦେଇଛନ୍ତି । ଦଳ ଭିତରେ କୌଣସି ଗୋଷ୍ଠୀ ନାହିଁ , ନବୀନ ଏକମାତ୍ର ନେତା । କେହି ବାହାର ଲୋକ ଦଳର ନେତୃତ୍ୱ ନେଇପାରିବେ ନାହିଁ । ଦଳ ଏହାକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି ଭୁପିନ୍ଦର ସିଂ ।