14.1 C
Bhubaneswar
Sunday, December 7, 2025
Homeଓଡିଶାଜିଲ୍ଲା ଅମଲା ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ 

ଜିଲ୍ଲା ଅମଲା ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ 

ଯାଜପୁର: ଯାଜପୁର ଜିଲ୍ଲାପାଳ କlର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ୍ ତହସିଲ ବିଭନ୍ନ ରାଜସ୍ବ କାର୍ଯ୍ୟାଳୟର ଅମଲା ମାନେ କଲମ ଛାଡ ଆନ୍ଦୋଳନ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମାନ ରେ ଧାରଣl ଦେଇ ଛନ୍ତି l ବରି ବ୍ଲକ୍ ର କନିଷ୍ଟ ରାଜସ୍ବ ସlହାୟକ ଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଅନ୍ଧୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ବିବନ୍ନ ଗଣ ମାଧ୍ୟମ କୁ ସୂଚନା ଦିଆ ଯାଇ ଛି ସୂଚନା ଯୋଗ୍ୟ ଯେ ବରି ବ୍ଲକ୍ ର କାନିଷ୍ଟ ରାଜସ୍ବ ସାହାକ ଅମର ରଞ୍ଜନ ନାୟକ ଙ୍କୁ ବରି ବିଧାୟକ ଜାତିଆଣ ଆରୋପ କରି ମାଡ଼ ମାରିବା ଏବଂ ବିଧାୟକ ସମର୍ଥକ ମାନଙ୍କ ମରଣlତ୍ମକ ଆକ୍ରମଣ କରିବା ପ୍ରତିବାଦ କରି ଜିଲ୍ଲା ର ସମୂହ ରାଜସ୍ବ ଅମଲା ମାନେ ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା ର ଆହ୍ବାନ କ୍ରମେ ରାଜସ୍ବ ଅମଲା ମାନେ ସମିଲି ହୋଇଛନ୍ତି ସଂପୃକ୍ତ ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ନ ମିଳିବା ପଯ୍ୟନ୍ତ ଏହି ଅl ନ୍ଧୋଲାନ୍ ଜାରୀ ରହିବ କନିଷ୍ଠ ରାଜସ୍ବ ସlହlୟକ ନ୍ୟାୟ  ନ ମିଳିଲେ ସାରା ରାଜ୍ୟବ୍ୟାପୀ ଅlନ୍ଧୋଲାନ୍ କୁ ଜୋର୍ ଦାର କାର ଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking