32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର

ନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର

ବ୍ୟୁରୋ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଙ୍ଗଠନ ‘ନିହନ ହିଣ୍ଡାନକ୍ୟୋ’ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ମଧ୍ୟପ୍ରାଚ୍ୟଠାରୁ ଆରମ୍ଭ କରି ଋଷିଆ ଓ ୟୁକ୍ରେନ ପର୍ୟ୍ୟନ୍ତ ସବୁଠି ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ଏଥର କାହାକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର, ତାହାକୁ ନେଇ ସମସ୍ତେ ଚିନ୍ତାରେ ଥିଲେ । ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ବିବାଦ ମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ଘୋଷଣା କରାଯାଇଛି । ଜାପାନର ଅନୁଷ୍ଠାନ ନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଜାପାନୀ ସଂଗଠନ ପରମାଣୁ ଅସ୍ତ୍ରମୁକ୍ତ ବିଶ୍ୱ ପାଇଁ କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking