16.1 C
Bhubaneswar
Sunday, December 7, 2025
Homeଓଡିଶାବିବାଦରେ ପିସିସି ସଭାପତି

ବିବାଦରେ ପିସିସି ସଭାପତି

ଭୁବନେଶ୍ୱର : ଫଟୋ ଉଠାଇ ବିବାଦରେ ଫସିଲେ ପିସିସି ସଭାପତି ଭକ୍ତ ଦାସ । ଲଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଛନ୍ତି । ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଟକଣା ସତ୍ତ୍ୱ ମନ୍ଦିର ଭିତରେ ଫଟୋ ଉଠାଯାଇଛି ।  ମନ୍ଦିର ଭିତରେ ଫଟୋ ଉଠାଇବାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking