28.3 C
Bhubaneswar
Friday, May 16, 2025
Homeଦେଶ ବିଦେଶମାଓ ଅପରେସନରେ ବିରାମ

ମାଓ ଅପରେସନରେ ବିରାମ

ମାଲକାନଗିରି: କରେଗୁଡା ମାଓ ଅପରେସନରେ ବିରାମ । ୨୦ ଦିନର ଅପରେସନରେ ଲାଗିଲା ବିରାମ । କେନ୍ଦ୍ରୀୟ କମିଟି ଟପ୍ ମାଓ ନେତାଙ୍କୁ ଘେରିଥିଲେ ଯବାନ । ପ୍ରାୟ ୨୦ ହଜାର ଯବାନ ସାମିଲ ହୋଇଥିଲେ । ୨୬ ମାଓବାଦୀଙ୍କ ଏନକାଉଣ୍ଟର ହୋଇଥିଲା । ଯୁଦ୍ଧ ବିରାମର କାରଣ ଜଣାପଡିନିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking