ମାଲକାନଗିରି: କରେଗୁଟା ମାଓ ଅପରେସନରେ ଲାଗିଲା ବିରାମ । ୨୦ ଦିନର ଅପରେସନରେ ବିରାମ ଲାଗିଛି । କେନ୍ଦ୍ରୀୟ କମିଟି ଟପ ମାଓ ନେତାଙ୍କୁ ଘେରିଥିଲେ ଯବାନ । ପ୍ରାୟ ୨୦ ହଜାର ଯବାନ ସାମିଲ ହୋଇଥିଲୋ ୨୬ ମାଓବାଦୀଙ୍କ ଏନକାଉଣ୍ଟରରେ ହୋଇଥିଲା । ଯୁଦ୍ଧ ବିରାମର କାରଣ ଜଣାପଡିନି ।