21.1 C
Bhubaneswar
Friday, December 19, 2025
Homeଓଡିଶାମୋକିମଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି: ଗିରିବାଳା

ମୋକିମଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି: ଗିରିବାଳା

ଭୁବନେଶ୍ୱର: ମୋକିମଙ୍କୁ ବହିଷ୍କାର ଘଟଣାରେ କଟକ ନଗର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ନିଷ୍ପତ୍ତି ହୋଇଛି ଠିକ ନୁହେଁ । ମୋକିମଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି , ଏଠି ଦଳ ଦୁର୍ବଳ ହେବ । ବର୍ଷ ବର୍ଷ ଧରି କଟକରେ କଂଗ୍ରେସ ଜିଚି ପାରୁ ନଥିଲା । କିନ୍ତୁ ସେ ଓ ତାଙ୍କ ଝିଅ ଏଠାରେ ଜିତିଲେ । ପୌର ନିର୍ବାଚନରେ ବି କଂଗ୍ରେସ କର୍ପୋରେଟର ଜିତିଲେ । ଏହା କେବଳ ମୋକିମଙ୍କ ପାଇଁ ସମ୍ଭବ ହେଲା । କୌଣସି ବିଶୃଙ୍ଖଳା ସେ କରିନାହାନ୍ତି, ଦଳକୁ ମଜଭୁତ ପାଇଁ ଚିଠି ଲେଖିଥିଲେ । ବହିଷ୍କାର ଘଟଣା କର୍ମୀ ଓ ନେତାଙ୍କୁ ଆଘାତ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking