25.1 C
Bhubaneswar
Monday, December 8, 2025
Homeଓଡିଶାମେଡିକାଲ ଛାତରୁ ଡେଇଁପଡ଼ିଲେ ରୋଗୀ

ମେଡିକାଲ ଛାତରୁ ଡେଇଁପଡ଼ିଲେ ରୋଗୀ

ସୁନ୍ଦରଗଡ଼: ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମେଡିକାଲ କଲେଜରେ ଏଭଳି ଅଘଟଣ ଘଟଛି । ମେଡିକାଲର ତିନି ମହଲାରେ ଚିକିତ୍ସିତ ହେଉଥିଲେ ରୋଗୀ ଜଣଙ୍କ । ଆଜି ତାଙ୍କର ଡିସଚାର୍ଜ ହୋଇଥାଆନ୍ତା । ହେଲେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରୋଗୀ। କାହିଁକି ରୋଗୀ ଏଭଳି କାଣ୍ଡ କଲେ ତାହା ଜଣା ପଡ଼ିନାହିଁ। ପୁଲିସ ମେଡିକାଲରେ ପହଞ୍ଚି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking