14.1 C
Bhubaneswar
Monday, December 8, 2025
Homeଓଡିଶାଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ!

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ!

କୋରାପୁଟ: ଚିକିତ୍ସା ଅବହେଳାରୁ  ରୋଗୀ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ତେବେ ମେଡିକାଲରୁ ମୃତଦେହ ନେବାକୁ ଅରାଜି ହେଉଛନ୍ତି ପରିବାର ଲୋକ । ମୃତକ ହେଉଛନ୍ତି,  କୋରାପୁଟ  ସଦର ଥାନା ମାଲିମୁଣ୍ଡା ଗାଁର । ପେଟରେ ପାଣି ଜମିଥିବାରୁ ମେଡିକାଲ ଆସିଥିଲେ । କିନ୍ତୁ ଶେଷରେ  ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking