25.1 C
Bhubaneswar
Thursday, February 12, 2026
Homeଓଡିଶାପ୍ରେଯୋଜକ ରାହାସ ବିହାରୀଙ୍କ ବିୟୋଗ

ପ୍ରେଯୋଜକ ରାହାସ ବିହାରୀଙ୍କ ବିୟୋଗ

କଟକ : ପରଲୋକରେ ଫିଲ୍ମ ପ୍ରେଯୋଜକ ରାସବିହାରୀ ମହାନ୍ତି  । ରାହାସ ବିହାରୀ କିଛିଦିନ ଧରି ଅସୁସ୍ଥ ଥିଲେ । କଟକ ସାମନ୍ତସାହି ସ୍ଥିତ ବାସଭବର ତାଙ୍କର ପରେଲୋକ ହୋଇଛି । ଓଡିଆ ଚଳଚ୍ଚିତ୍ର ତଥା ସିରିଏଲର ପ୍ରେଯୋଜକ ଥିଲେ । ୬୯ ବର୍ଷ ବୟସରେ ଆଖିବୁଜିଲେ ରାସ ବିହାରୀ । ପରିବାରରେ ଶୋକାକୁଳ ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking