14.1 C
Bhubaneswar
Sunday, December 7, 2025
Homeଓଡିଶାବସ ଭିତରେ ଯାତ୍ରୀଙ୍କୁ ହାଣିଲେ: ୪ ଗୁରୁତର

ବସ ଭିତରେ ଯାତ୍ରୀଙ୍କୁ ହାଣିଲେ: ୪ ଗୁରୁତର

ପୁରୀ: ହରସପଡାରୁ ସୁକଳ ଯାଉଥିବା ଆମ ବସରେ ଅଘଟଣ । ବିନ୍ଧନ ଛକଠାରେ ଜଣେ ଯୁବକ ବସରେ ଚଢି  ବସିଥିବା ଯାତ୍ରୀମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ।  ଫଳରେ  ଆକ୍ରମଣକାରୀଙ୍କ ସମେତ  ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।  କଣାସ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ତେବେ ଦିନ ଦିପହରେ ଏଭଳି ଘଟଣା  କିଏ ଓ କାହିଁକି  ଘଟାଇଲା ତାସ୍ର କାରଣ ସ୍ପଷ୍ଟ ଜଣାପଡିନାହିଁ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking