25.1 C
Bhubaneswar
Thursday, February 5, 2026
Homeଓଡିଶାଯାତ୍ରୀଙ୍କୁ 'ଆମ ବସ' କଣ୍ଡକ୍ଟରଙ୍କ ଥାପଡ ମାଡ

ଯାତ୍ରୀଙ୍କୁ ‘ଆମ ବସ’ କଣ୍ଡକ୍ଟରଙ୍କ ଥାପଡ ମାଡ

ଭୁବନେଶ୍ୱର:  ଯୁକ୍ତିତର୍କରୁ ଯାତ୍ରୀମାନଙ୍କୁ ଥାପଡ ମାରିଲେ ଆମ ବସ କଣ୍ଡକ୍ଟର  । ବସ ଭିତରୁ ବାହାରୁ ଆସି ବାହାରେ ଥାପଡ ମାରିଲେ । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ ଥାପଡ ମାରିଲେ । ଯାତ୍ରୀଙ୍କୁ ଚାପୁଡା ମାରି  ଆମ ବସ କଣ୍ଡକ୍ଟର ଦାଦାଗିରି ଦେଖାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking