21.1 C
Bhubaneswar
Sunday, February 1, 2026
Homeଓଡିଶାଓଲଟିଲା ଯାତ୍ରୀବାହୀ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଲଟିଲା ଯାତ୍ରୀବାହୀ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର: କେନ୍ଦୁଝରରେ ବଡ ସଡକ ଦୁର୍ଘଟଣା । ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୂଚନା ଅନୁସାରେ, ଛୋନାପଦି – ବଉଳା ରାସ୍ତାର ବୈଦାକିଆ ନିକଟରେ ଓଲଟିଲା ବସ୍ । ନିଶାସକ୍ତ ଅବସ୍ଥାରେ ଚାଳକ ବସ୍ ଚଲାଉଥଲେ । ସତର୍କ ହୋଇ ପୂର୍ବ ଷ୍ଟପେଜ୍‌ରେ ଓହ୍ଲାଇ ପଡିଥିଲେ ଯାତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking