30.1 C
Bhubaneswar
Thursday, February 5, 2026
Homeଓଡିଶାସୁଜାତାଙ୍କ କଥା ଦଳ ବିଚାର କରିବ: ଗଣେଶ୍ୱର

ସୁଜାତାଙ୍କ କଥା ଦଳ ବିଚାର କରିବ: ଗଣେଶ୍ୱର

ଭୁବନେଶ୍ୱର: ସବୁ ଦଳରେ ଝଡ ଅଛି କହିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । କେଉଁଠି ପ୍ରକାଶ ପାଉଛି, କେଉଁଠି ପ୍ରକାଶ ପାଉ ନାହିଁ । ଦଳରେ କୌଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଏ । ସୁଜାତା ଯଦି ଆସିବେ ଦଳ ବିଚାର କରିବ । ସାମର୍ଥ୍ୟ ଓ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ ଦଳ ବାଛିବ । ନେତା ମାନେ ମେଳି ହେବାରେ ବାଧା ନାହିଁ, ଅଧିକାର ଛଡାଇ ନେଇ ହେବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking