ଭୁବନେଶ୍ୱର: ଚୂଡାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ ବିକ୍ରି ଅନୁମତି ପ୍ରକ୍ରିୟା । ଚଳିତ ମାସରେ ବିଜ୍ଞପ୍ତି ଆସିବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପାର୍ଟ ପ୍ଲଟ କଟକଣା କୋହଳ ନେଇ ଆସିବ ବିଜ୍ଞପ୍ତି । ଆହୁରି କହିଛନ୍ତି ପାର୍ଟ ପ୍ଲଟ ବିଷୟ ନଗର ଉନ୍ନୟନ ପାଖରେ ରହିଛି । ସେନେଇ ଡ୍ରାଫ୍ଟକୁ ଆହୁରି ଅଧ୍ୟୟନ କରାଯାଉଛି ।