20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଅଗଷ୍ଟ ୧୮ ଯାଏଁ ସଂସଦ ମୁଲତବୀ

ଅଗଷ୍ଟ ୧୮ ଯାଏଁ ସଂସଦ ମୁଲତବୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ୩ଟି ଗୁରୁତ୍ୱପୂଣ୍ଣ ବିଲ ।  ନ୍ୟାସନାଲ ଆଣ୍ଟି ଡୋପିଂ (ସଂଶୋଧନ) ବିଲ – ୨୦୨୫ ପାରିତ ହୋଇଛି । ଜାତୀୟ କ୍ରୀଡା ପରିଚାଳନା ବିଲ- ୨୦୨୫ ରାଜ୍ୟସଭାରେ ପାରିତ ହୋଇଛି । ଖଣି ଓ ଖଣିଜ ଦ୍ରବ୍ୟ ( ଉନ୍ନୟନ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ମଧ୍ୟ ପାରିତ ହୋଇଛି ।  ଅଗଷ୍ଟ ୧୮ ଯାଏଁ  ସଂସଦ ମୁଲତବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking